ଅନ୍ତର୍ଜାତୀୟ

ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା

ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା ।ମାର୍ଚ୍ଚ ୩ ତାରିଖରେ ନିର୍ବାଚିତ ହେବେ ଦେଶର ପ୍ରଧାନମନ୍ତ୍ରୀ । ଏନେଇ ନ୍ୟାସନାଲ ଆସେମ୍ବ୍ଳି ସେକ୍ରେଟାରିଏଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ପ୍ରଧାନମନ୍ତ୍ରୀ ପଦ ଲାଗି ଶେହବାଜ ସରିଫଙ୍କ ନାମକୁ ଘୋଷଣା କରିସାରିଛି ପାକିସ୍ତାନ ମୁସଲିମ ଲିଗ-ଏନ । ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଛନ୍ତି ପାକିସ୍ତାନ ପିପୁଲସ ପାର୍ଟି, ମୁତାହିଦା କ୍ବାମି ମୁଭମେଣ୍ଟ-ପାକିସ୍ତାନ ଓ ଅନ୍ୟାନ୍ୟ ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com