ଅନ୍ତର୍ଜାତୀୟ

ଥଣ୍ଡା ପାଗ ସହିତ ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି

ଥଣ୍ଡା ପାଗ ସହିତ ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି। ପାକିସ୍ତାନରେ ଲଗାତର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୭ ଜଣ ଲୋକ ପ୍ରାଣ ହରାଇ ସାରିଲେଣି।

ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ବର୍ଷା ହେତୁ ଅନେକ ଘର ଭୁଶୁଡି ପଡ଼ିଛି ଏବଂ ଅନେକ ଅଞ୍ଚଳରେ ଭୂସ୍ଖଳନ ଘଟିଛି।

Related Articles

Back to top button