ଓଡ଼ିଶା

ଚାଷୀମାନଙ୍କ ପାଇଁ ଖୁସି ଖବର

ଚାଷୀମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାକୁ କାଳିଆ କିସ୍ତି ଟଙ୍କା ଜାରି କରାଯାଇଛି । ଏହି କାଳିଆ କିସ୍ତି ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତାନ୍ତର କରିଛନ୍ତି ।

୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତକୁ ଟଙ୍କା ଯାଇଛି । ୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକ ପରିବାରକୁ ସହାୟତା ପ୍ରଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com