ଅନ୍ତର୍ଜାତୀୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଭାରତୀୟଙ୍କ ପାଇଁ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଭାରତୀୟଙ୍କ ପାଇଁ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି। ଯଦି ଟ୍ରମ୍ପ୍ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ଆମେରିକାରେ ବାସ କରୁଥିବା ୧୧ ଲକ୍ଷ ଭାରତୀୟଙ୍କୁ ଗ୍ରୀନ୍ କାର୍ଡ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି।

ଏହା ସହିତ ଆମେରିକା ସହିତ ବ୍ୟବସାୟ କରିବା ପାଇଁ ଅଧିକ ଟିକସ ମଧ୍ୟ ଦେବାକୁ ପଡ଼ିବାରେ। ଆମେରିକାରେ ବସବାସ କରିବାକୁ ଯୋଜନା କରୁଥିବା ଭାରତୀୟଙ୍କ ପାଇଁ ଟ୍ରମ୍ପ୍ ପୁଣି ଫେରିବା ସଙ୍କଟ ଆଣିବ ବୋଲି କୁହାଯାଉଛି।

Related Articles

Back to top button