ମନୋରଞ୍ଜନ

‘ଦି କେରଲ ଷ୍ଟୋରୀ’ର ସଫଳତା ପରେ ବିଶିଷ୍ଟ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଆଉ ଏକ ନୂତନ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ

‘ଦି କେରଲ ଷ୍ଟୋରୀ’ର ସଫଳତା ପରେ ବିଶିଷ୍ଟ ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଆଉ ଏକ ନୂତନ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ । ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ ରିଲିଜ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି ।

ଏନେଇ ଫିଲ୍ମ ନିର୍ମାତାମାନେ ‘ବସ୍ତର- ଦି ନକ୍ସଲ ଷ୍ଟୋରୀ’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି । ନିକଟରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଏହି ଫିଲ୍ମର ସ୍କ୍ରିନିଂ ସମୟରେ ବାଧା ସୃଷ୍ଟି ହୋଇଥିଲା ଯାହାକୁ ନେଇ ସେଠାରେ ଉପସ୍ଥିତ ବ୍ୟକ୍ତିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com