ମନୋରଞ୍ଜନ

ସୋସିଆଲ ମିଡିଆରେ ଖୋଲା ଅଫର୍‌ ଦେଲେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌

ସୋସିଆଲ ମିଡିଆରେ ଖୋଲା ଅଫର୍‌ ଦେଲେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌। ଆପଣ ଭାବୁଥିବେ କାହାକୁ। ସେ କୌଣସି ଯୁବତୀ ନୁହନ୍ତି ବରଂ ଜଣେ ନିର୍ଦ୍ଦେଶିକା।

ଆମିର ଖାନ୍‌ଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ସେ କାମ କରିବାକୁ ଖୋଲାଖୋଲି ଭାବେ ଇଚ୍ଛା ପ୍ରକାଶ କରିଛନ୍ତି।ନିକଟରେ ସଲମାନ କିରଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଲାପତା ଲେଡିଜ୍‌’ ଦେଖିଥିଲେ। ଏହି ଫିଲ୍ମକୁ ଦେଖିବା ପରେ ସଲମାନ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com