ଅନ୍ତର୍ଜାତୀୟ

ଇସ୍ରାଏଲ ଆକ୍ରମଣରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ଗାଜା

ଇସ୍ରାଏଲ ଆକ୍ରମଣରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ଗାଜା । ଯେଉଁଠିକୁ ଚାହିଁବେ ସେଠି କେବଳ ଗଦା ଗଦା ଧ୍ବଂସାବଶେଷ । ଦିନ ଗଡୁଛି, ଇସ୍ରାଏଲର ଆକ୍ରମଣ ବଢୁଛି । ଯାଉଛି ଜୀବନ, ମାଟିରେ ମିଶୁଛି ଘରଦ୍ବାର ।

ଏହାରି ଭିତରେ ଗାଜା ପାଇଁ ଆସିଛି ଆଉ ଏକ ଭୟାନକ ଖବର । ରାଫା ଆଟାକ ପ୍ଲାନକୁ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟୁହୁ ମଞ୍ଜୁରୀ ଦେଇଛନ୍ତି । ଇସ୍ରାଏଲ ଓ୍ବାର କ୍ଯାବିନେଟ ବୈଠକରେ ଏହି ଘୋଷଣା କରିଛନ୍ତି ନେତାନ୍ଯାହୁ ।

Related Articles

Back to top button
WP Twitter Auto Publish Powered By : XYZScripts.com