ଜାତୀୟ

ଏବେ ସୋସିଆଲ ମିଡିଆରେ ବିଭିନ୍ନ ମିଥା ଗୁଜବ ଏବଂ ଡିପଫେକ ଭଳି କଣ୍ଟେଣ୍ଟ ଖୁବ ଭାଇରାଲ ହେଉଛି

ଏବେ ସୋସିଆଲ ମିଡିଆରେ ବିଭିନ୍ନ ମିଥା ଗୁଜବ ଏବଂ ଡିପଫେକ ଭଳି କଣ୍ଟେଣ୍ଟ ଖୁବ ଭାଇରାଲ ହେଉଛି । ଯାହା ସାଧାରଣ ଲୋକଙ୍କ ଜୀବନରେ ଅନେକ ପ୍ରଭାବ ପକାଉଛି ।

ତେଣୁ ଏଭଳି ଭାଇରାଲ ଖବର ତଥା ଫଟୋ-ଭିଡିଓ ଇତ୍ୟାଦିରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସାଇବର ୱିଙ୍ଗ ପ୍ରସ୍ତୁତ କରାଯାଇଛି । ଲୋକସଭା ନିର୍ବାଚନ ସମୟରେ ମିଥ୍ୟା ଖବର ଉପରେ ଅଧିକ ନଜର ରଖାଯାଇ ପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com