ଜାତୀୟ
ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍
ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ । ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବାବେଳେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି ।
୨୦୧୯ରେ ସେ ତେଲଙ୍ଗାନାର ଦ୍ବିତୀୟ ରାଜ୍ଯପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେଲଙ୍ଗାନାର ରାଜ୍ଯପାଳ ସହ ସେ ମଧ୍ଯ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ। ସୌନ୍ଦରରାଜନ ବିଜେପି ଲୋକସଭା ନିର୍ବାଚନରୁ ଲଢିବା ନେଇ ଅନୁମାନ କରାଯାଉଛି।