ମନୋରଞ୍ଜନ

ସୋସିଆଲ ମିଡିଆ ଟ୍ରେଣ୍ଡିଂରେ ଓଡ଼ିଆ ଆଲ୍‌ବମ୍‌ ଗୀତ ବେଶ୍‌ ହିଟ୍‌ କରୁଛି

ସୋସିଆଲ ମିଡିଆ ଟ୍ରେଣ୍ଡିଂରେ ଓଡ଼ିଆ ଆଲ୍‌ବମ୍‌ ଗୀତ ବେଶ୍‌ ହିଟ୍‌ କରୁଛି। ବଡ଼ କଥା ହେଉଛି ଓଡ଼ିଆ ଆଲ୍‌ବମ୍‌ ଗୀତ ସବୁ ଆଉ ଓଡ଼ିଶାର ସୀମା ଭିତରେ ଆଉ ସୀମିତ ହୋଇରହିନି।

ଓଡ଼ିଶା ବାହାରେ ଏମିତିକି ବିଦେଶରେ ମଧ୍ୟ ଏସବୁ ଗୀତକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଗୀତ ସାଙ୍ଗକୁ ମ୍ୟୁଜିକ୍‌ ଶ୍ରୋତାଙ୍କୁ ବେଶି ସମୟ ବାନ୍ଧିରଖୁଛି। ବଡ଼ କଥା ହେଉଛି ସୋସିଆଲ୍‌ ମିଡିଆରେ ଭୋଜପୁରୀ ଓ ପଞ୍ଜାବ ଆଲ୍‌ବମ୍‌ ସହିତ ତାଳ ଦେଲାଣି ଓଡ଼ିଆ ଆଲ୍‌ବମ୍‌।

Related Articles

Back to top button