ମନୋରଞ୍ଜନ

ବଲିଉଡ ନାୟକ ରଣବୀର ସିଂ ଏବଂ ନାୟିକା ଦୀପିକା ପାଦୁକୋନ ବଲିଉଡର ଏକକ୍ୟୁଟ କପଲ

ବଲିଉଡ ନାୟକ ରଣବୀର ସିଂ ଏବଂ ନାୟିକା ଦୀପିକା ପାଦୁକୋନ ବଲିଉଡର ଏକକ୍ୟୁଟ କପଲ। ବର୍ତ୍ତମାନ ଏହି ଦମ୍ପତି ମାତାପିତା ହେବାକୁ ଯାଉଛନ୍ତି। ଦୀପିକା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ଘୋଷଣା କରିଥିଲେ।

ସେପ୍ଟେମ୍ବରରେ ଏମାନେ ପାରେଣ୍ଟସ୍‌ ହେବାକୁ ଯାଉଛନ୍ତି। ରଣବୀର ସିଂ ଶିଶୁ ଏବଂ ଦୀପିକାଙ୍କ ସହ ସମୟ ବିତାଇବା ପାଇଁ ପ୍ୟାଟରନିଟି ଲିଭ ନେବାକୁ ଯୋଜନା କରୁଛନ୍ତି। ଏହି ଛୁଟିଦିନଗୁଡିକ ବହୁତ ଲମ୍ବା ହେବବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com