ଅନ୍ତର୍ଜାତୀୟ

ଗହଳି ରାସ୍ତାରେ ଡ୍ୟାନ୍ସ କରିବା ଦ୍ବାରା ଉପୁଜୁଥିବା ସମସ୍ୟାକୁ ‌ରୋକିବା ପାଇଁ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି

ଗହଳି ରାସ୍ତାରେ ଡ୍ୟାନ୍ସ କରିବା ଦ୍ବାରା ଉପୁଜୁଥିବା ସମସ୍ୟାକୁ ‌ରୋକିବା ପାଇଁ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

ସେ ଯାନବାହନରେ ମ୍ୟୁଜିକାଲ ହର୍ଣ୍ଣ ବ୍ୟାନ୍ କରିଛନ୍ତି। ମ୍ୟୁଜିକାଲ ହର୍ଣ୍ଣ ଯୋଗୁ ଲୋକେ ଜନଗହଳି ପୂର୍ଣ୍ଣ ରାସ୍ତା ମଝି ଏବଂ ରାସ୍ତା ପାର୍ଶ୍ବରେ ମଧ୍ୟ ଡ୍ୟାନ୍ସ କରୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତିତ ଥିଲେ। ଏହା ଦ୍ବାରା ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା।

Related Articles

Back to top button