ଅନ୍ତର୍ଜାତୀୟ
ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାର ଏକ ନମ୍ୱର ସ୍ଥାନ ବଜାୟ ରଖିଛି

ନିକଟରେ ମିଳିତ ଜାତିସଂଘ ବାର୍ଷିକ ବିଶ୍ୱସ୍ତରୀୟ ସୁଖୀ ଦେଶର ରିପୋର୍ଟ ପ୍ରକାଶ କରିଛି। ଏଥିରେ ବିଶ୍ୱର ସୁଖୀ ଦେଶଗୁଡିକର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଆମେରିକା, ଚୀନ କିମ୍ବା ରୁଷ ଭଳି ଶକ୍ତିଶାଳୀ ଦେଶ ସ୍ଥାନ ପାଇନାହାନ୍ତି।
ବରଂ ପ୍ରଥମ ସ୍ଥାନରେ ରହିଛି ଫିନଲ୍ୟାଣ୍ଡ। ଲଗାତାର ସପ୍ତମ ବର୍ଷ ପାଇଁ ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାର ଏକ ନମ୍ୱର ସ୍ଥାନ ବଜାୟ ରଖିଛି।