ଅନ୍ତର୍ଜାତୀୟ

୧୭ଶହ ଶତାବ୍ଦୀରେ ବ୍ରିଟିଶ ଜାହାଜ ମର୍ଚାଣ୍ଟ ରୟାଲ ଗଭୀର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ

୧୭ଶହ ଶତାବ୍ଦୀରେ ବ୍ରିଟିଶ ଜାହାଜ ମର୍ଚାଣ୍ଟ ରୟାଲ ଗଭୀର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ। ୪୦୦ କୋଟି ପାଉଣ୍ଡର ଧନ-ସମ୍ପତ୍ତି ନେଇ ଯାତ୍ରା କରୁଥିବା ଏହି ଜାହାଜକୁ ଶହେ ବର୍ଷ ଧରି ଖୋଜାଖୋଜି କରିବା ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିଲା।

ବର୍ତ୍ତମାନ, ବ୍ରିଟେନର ଏକ କମ୍ପାନୀ ଟେକ୍ନୋଲୋଜି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଖୋଜି ପାଇଯିବ ବୋଲି ଦାବି କରୁଛି। ଏନେଇ ଦି ମେଟ୍ରୋ ରିପୋର୍ଟ କରିଛି।

Related Articles

Back to top button