Featuredଅନ୍ତର୍ଜାତୀୟ

ଇଣ୍ଡୋନେସିଆ ସମେତ ପାକିସ୍ତାନରେ ଭୂକମ୍ପ

ଇଣ୍ଡୋନେସିଆରେ ୬.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିବା ଜଣାପଡିଛି । ଏହା ଇଣ୍ଡୋନେସିଆର ଟୋବେଲୋ ସହରର ୧୭୭ କିଲୋମିଟର ଉତ୍ତର ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏଥିରେ କୌଣସି ଧନଜୀବନ କ୍ଷତି ହୋଇଥିବାର ସୂଚନା ଏଯାଏଁ ମିଳିନାହିଁ ।

ଇଣ୍ଡୋନେସିଆ ପରେ ଏବେ ପାକିସ୍ତାନରେ ମଧ୍ୟ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦଠାରୁ ୨୯ କିଲୋମିଟର ପଶ୍ଚିମରେ ସ୍ଥାନୀୟ ସମୟ ସକାଳ ୬ଟା ୬ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com