କ୍ରୀଡ଼ା

ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି

ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି। ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା।

ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦିନିକିଆ ଖେଳାଯାଉଛି। ଏହି ମ୍ୟାଚରେ ବୃନ୍ଦା ରଥି ଅମ୍ପାୟାର ହୋଇଛନ୍ତି। ଅଦ୍ୟାବଧି କୌଣସି ଭାରତୀୟ ମହିଳା ଅମ୍ପାୟାର ଦ୍ୱିପାକ୍ଷିକ ସିରିଜରେ ଅଫିସିଆଲ ଅମ୍ପାୟାରିଂ କରି ନ ଥିଲେ, କିନ୍ତୁ ବୃନ୍ଦା ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ ଏହି କାମ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com