ଅନ୍ତର୍ଜାତୀୟ

ପାକିସ୍ତାନର ଜଣେ ମୁସଲିମ୍ ମହିଳା କୋରାନ ଜଳାଇ ପୁରା ଦେଶରେ ନିଆଁ ଲଗାଇ ଦେଇଥିଲେ

ପାକିସ୍ତାନର ଜଣେ ମୁସଲିମ୍ ମହିଳା କୋରାନ ଜଳାଇ ପୁରା ଦେଶରେ ନିଆଁ ଲଗାଇ ଦେଇଥିଲେ । ଏହି ମାମଲାରେ ପାକିସ୍ତାନ ଅଦାଲତ ମୁସଲିମ୍ ମହିଳାଙ୍କୁ ଇସଲାମର ପବିତ୍ର ଗ୍ରନ୍ଥ ଜଳାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ପାକିସ୍ତାନର ଇଶନିନ୍ଦା ଆଇନ ଜରିଆରେ ଧର୍ମ କିମ୍ବା ଧାର୍ମିକ ବ୍ୟକ୍ତିଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ତେବେ ପାକିସ୍ତାନୀ ଅଧିକାରୀମାନେ ଏ ପର୍ଯ୍ୟନ୍ତ ଇଶନିନ୍ଦା ପାଇଁ କାହାକୁ ମୃତ୍ୟୁଦଣ୍ଡ ଦେଇନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com