ମନୋରଞ୍ଜନ

ଗାୟିକା ଭାବେ ବଲିଉଡରେ ଡେବ୍ୟୁ କଲେ ପଞ୍ଜାବୀ ଗାୟିକା ଶେହନାଜ୍ ଗିଲ୍

ଗାୟିକା ଭାବେ ବଲିଉଡରେ ଡେବ୍ୟୁ କଲେ ପଞ୍ଜାବୀ ଗାୟିକା ଶେହନାଜ୍ ଗିଲ୍। ପୂର୍ବରୁ ସେ ପଞ୍ଜାବୀ ଗୀତ ଗାଉଥିବା ବେଳେ ରିୟାଲିଟି ସୋ’ ବିଗ୍ ବସରେ ତାଙ୍କୁ ପ୍ରତିଯୋଗୀ ଭାବେ ଆସିବ‌ାର ସୁଯୋଗ ମିଳିଥିଲା।

ଏହା ପରଠାରୁ ତାଙ୍କ ‌ଲୋକପ୍ରିୟତା ଏଭଳି ବଢ଼ିଲା ଯେ, ସେ ବଲିଉଡ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ଫିଲ୍ମ ପରେ ଏବେ ‌ସେ ବଲିଉଡରେ ଗାୟିକା ଭାବେ ଡେବ୍ୟୁ କରିଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com