ଜାତୀୟ

ଦିଲ୍ଲୀ ହାଇକୋର୍ଟଙ୍କ ଝଟକା ପରେ କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନୋଟିସ ପଠାଇଛି ଆୟକର ବିଭାଗ

ଦିଲ୍ଲୀ ହାଇକୋର୍ଟଙ୍କ ଝଟକା ପରେ କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନୋଟିସ ପଠାଇଛି ଆୟକର ବିଭାଗ । କଂଗ୍ରେସ ଟିକସ ପୈଠ ପାଇଁ ନୋଟିସ୍ ପାଇଥିବା ସ୍ପଷ୍ଟ କରିଛି ।

୨୦୧୭-୧୮ ଏବଂ ୨୦୨୦-୨୧ରେ ଆୟକର ପୈଠ ନେଇ ନୋଟିସ୍ ହୋଇଥିଲା । ଏଥିରେ ଉଭୟ ଜୋରିମାନା ସହିତ ସୁଧ ମଧ୍ୟ ପୈଠ କରିବାକୁ କୁହାଯାଇଥିଲା । କଂଗ୍ରେସ କହିଛି, ବିଜେପି ଆଇଟି ନିୟମକୁ ଉଲ୍ଲଂଘନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com