ଓଡ଼ିଶା
ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଟେଲିଭିଜନ ଉତ୍ପାଦନ କଂପାନି ‘ସାମସଙ୍ଗ
ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଟେଲିଭିଜନ ଉତ୍ପାଦନ କଂପାନି ‘ସାମସଙ୍ଗ’। ଜଣେ ଗ୍ରାହକଙ୍କୁ ଦଣ୍ଡ, ସହାୟତା ଓ ହଇରାଣ ବାବଦରେ ୬୮,୭୦୦ ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକାରୀ ଗ୍ରାହକ ହେଉଛନ୍ତି ସ୍ଥାନୀୟ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ। ବାରମ୍ବାର ଟିଭି ଖରାପ ହେବା ପରେ ମଧ୍ୟ ଠିକ ନହେବାରୁ ସେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ।