ଓଡ଼ିଶା

ନିଜ ବିବାହ ବାର୍ଷିକକୁ ଭିନ୍ନ ଏବଂ ମହତ ଢଙ୍ଗରେ ପାଳନ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ ସବ୍ୟସାଚ୍ଚୀ ଦାଶ

ନିଜ ବିବାହ ବାର୍ଷିକକୁ ଭିନ୍ନ ଏବଂ ମହତ ଢଙ୍ଗରେ ପାଳନ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ ସବ୍ୟସାଚ୍ଚୀ ଦାଶ।

ବିବାହ ବାର୍ଷିକରେ ଉଭୟ କ୍ୟାପିଟାଲ ହସ୍ପିଟାଲରେ ରକ୍ତଦାନ କରିବା ସହ ଅଙ୍ଗ ଦାନ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଅଙ୍ଗଦାନ ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ପ୍ରଦାନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com