ମନୋରଞ୍ଜନ

ନିଆ ଶର୍ମା ଇନଷ୍ଟାଗ୍ରାମରେ ଶିବାନୀ ପଟେଲଙ୍କ ସହ ନାଚୁଥିବାର ଏକ ନୂଆ ଭିଡିଓ ସେୟାର କରିଛନ୍ତି

ନିଆ ଶର୍ମା ଇନଷ୍ଟାଗ୍ରାମରେ ଶିବାନୀ ପଟେଲଙ୍କ ସହ ନାଚୁଥିବାର ଏକ ନୂଆ ଭିଡିଓ ସେୟାର କରିଛନ୍ତି। ସେ ‘ସେକ୍ସି ଲେଡି’ ଗୀତରେଚମତ୍କାର ନୃତ୍ୟ ପରିବେଷଣ କରିଛନ୍ତି, କିନ୍ତୁ ବ୍ୟବହାରକାରୀଙ୍କ ଅଧିକାଂଶ ଧ୍ୟାନ ତାଙ୍କ ପୋଷାକକୁ ଯାଇଛି।

ବିଶେଷକରି ବାହାରକୁ ଦିଶୁଥିବା ତାଙ୍କ ଅନ୍ତବସ୍ତ୍ର ସଭିଙ୍କ ରାଗର କାରଣ ପାଲଟିଛି।

Related Articles

Back to top button