ଅନ୍ତର୍ଜାତୀୟ

ଅନେକ ଦେଶର ସ୍ଥାନୀୟ ନିର୍ବାଚନରେ ମଣିଷଙ୍କ ବ୍ୟତୀତ ପଶପକ୍ଷୀ ମଧ୍ୟ ନିର୍ବାଚନରେ ଛିଡ଼ା ହୋଇ ସାଙ୍କେତିକ ଭାବରେ ନିର୍ବଚେିତ ହୋଇଛନ୍ତି

ଅନେକ ଦେଶର ସ୍ଥାନୀୟ ନିର୍ବାଚନରେ ମଣିଷଙ୍କ ବ୍ୟତୀତ ପଶପକ୍ଷୀ ମଧ୍ୟ ନିର୍ବାଚନରେ ଛିଡ଼ା ହୋଇ ସାଙ୍କେତିକ ଭାବରେ ନିର୍ବଚେିତ ହୋଇଛନ୍ତି। ୧୯୬୭ରେ ବ୍ରାଜିଲର ରିଓ ଡି ଜେନେରିଓରେ ଏକ ପେଙ୍ଗୁଇନ ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

ବ୍ରାଜିଲର ରାଇନୋସୋରେଶ ନାମକୁ ଏକ ପାର୍ଟି ଏହି ପେଙ୍ଗୁଇନକୁ ଟିକେଟ୍‌ ଦେଇଥିଲା। କିନ୍ତୁ ସବୁଠାରୁ କୌତୁହଳର ବିଷୟ ହେଉଛି ସେହି ନିର୍ବାଚନରେ ଏହି ପେଙ୍ଗୁଇନକୁ ଏକ ଲକ୍ଷେରୁ ଅଧିକ ଭୋଟ୍‌ ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com