ଓଡ଼ିଶା

ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍‌‌ ଟର୍ମିନାଲର ନବକଳେବର ଚର୍ଚ୍ଚାରେ ଥିଲା ବେଳେ ଏହାକୁ ସମ୍ପ୍ରସାରଣ କରି ପରିସୀମା ବୃଦ୍ଧି କରିବାକୁ ବିଡିଏ ନିଷ୍ପତ୍ତି ନେଇଛି

ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍‌‌ ଟର୍ମିନାଲର ନବକଳେବର ଚର୍ଚ୍ଚାରେ ଥିଲା ବେଳେ ଏହାକୁ ସମ୍ପ୍ରସାରଣ କରି ପରିସୀମା ବୃଦ୍ଧି କରିବାକୁ ବିଡିଏ ନିଷ୍ପତ୍ତି ନେଇଛି।

ବସ୍‌‌ଷ୍ଟାଣ୍ଡ ନିକଟେରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍‌‌ର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯାଇଛି। ଯାହାର ପରିମାଣ ୩.୫ ଏକର ବୋଲି ବିଡିଏ ସୂତ୍ରରୁ ଖବର ମିଳିଛି।ସମ୍ପ୍ରସାରଣ ପରେ ପରିସୀମା ପ୍ରାୟ ୨୦.୮୨ଏକର ଜମିକୁ ବୃଦ୍ଧି ପାଇବ।

Related Articles

Back to top button