ଜାତୀୟ

ଇଲେକ୍ଟ୍ରିକ କାର ଟେସଲାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏଲନ୍ ମସ୍କ ଭାରତରେ ବିପୁଳ ପୁଞ୍ଜିନିବେଶ ଘୋଷଣା କରିବାକୁ ଯାଉଛନ୍ତି

ଇଲେକ୍ଟ୍ରିକ କାର ଟେସଲାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏଲନ୍ ମସ୍କ ଭାରତରେ ବିପୁଳ ପୁଞ୍ଜିନିବେଶ ଘୋଷଣା କରିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରେ ମସ୍କ ଭାରତ ଆସୁଛନ୍ତି।

ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଭାରତରେ ଟେସଲା କାରଖାନା ସ୍ଥାପନ ପାଇଁ ମସ୍କ ୨ରୁ ୩ ବିଲିୟନ ଡଲାର ନିବେଶ ଘୋଷଣା କରିବାକୁ ଯାଉଛନ୍ତି। ମସ୍କ ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ।

Related Articles

Back to top button