ଅନ୍ତର୍ଜାତୀୟ

ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ବ୍ୟାନ୍‌ କରିଦେଇଛି

ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ ବ୍ୟାନ୍‌ କରିବାକୁ ନେଇ ସରକାର ଏନେଇ ଆଦେଶ ଦେଇଥିଲେ।

ହେଲେ ବୁଧବାର ଏହି ବ୍ୟାନ୍‌କୁ ନେଇ ଆଧିକାରୀକ ଭାବେ ଘୋଷଣା କରାଯାଇଛି।ଅପରପକ୍ଷେ ପାକିସ୍ତାନର ସିନ୍ଧ ହାଇକୋର୍ଟ ସରକାରଙ୍କୁ ‘ଏକ୍ସ’ ଉପରେ ଲାଗିଥିବା ବ୍ୟାନ୍‌କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button