ଜାତୀୟ
ଭାରତର ଟେଲିକମ ଜିଆଣ୍ଟ ରିଲାଏନ୍ସ ଜିଓ ଇତିହାସ ସୃଷ୍ଟି କରିଛି

ଭାରତର ଟେଲିକମ ଜିଆଣ୍ଟ ରିଲାଏନ୍ସ ଜିଓ ଇତିହାସ ସୃଷ୍ଟି କରିଛି। ଡାଟା ଟାରିଫ ବା ଡାଟା ଦରରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ସର୍ବବୃହତ୍ତ ମୋବାଇଲ ଅପରେଟର ବନି ଯାଇଛି।
ଚାଇନା ମୋବାଇଲକୁ ପଛରେ ପକାଇ କମ୍ପାନୀ ଏଭଳି ସଫଳତା ହାସଲ କରିଛି। ସୋମବାର ଜିଓ ପକ୍ଷରୁ ତା’ର ତ୍ରୈମାସିକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏହି ସମୟରେ ଏତେ ବଡ଼ ଖବର ସାମ୍ନାକୁ ଆସିଛି।