ରାଜନୀତି

ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।

ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି। ଭୋଟ ଦେବାର ଠିକ ପୂର୍ବରୁ ସୁପ୍ରିମକୋର୍ଟରେ ଇଭିଏମ ମେସିନ ଗୁଡ଼ିକର ସତ୍ୟତା ଉପରେ ଶୁଣାଣି ଚାଲିଛି।

ଗୁରୁବାର ଦେଶର ନିର୍ବାଚନ ଆୟୋଗ ଦେଶର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ ଏକ ସ୍ବାଧୀନ ମେଶିନ। ଏହାକୁ ହ୍ୟାକ କିମ୍ବା ଟ୍ୟାମ୍ପରିଂ କରାଯାଇପାରିବ ନାହିଁ। VVPAT କୁ ପୁନଃ ଡିଜାଇନ କରିବାର କୌଣସି ଆବଶ୍ୟକତା ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com