ଜାତୀୟ

ଦେଶରୁ ନକ୍ସଲବାଲର ମୂଳୋତ୍ପାଟନ ପାଇଁ ‘ଅପରେସନ ପ୍ରହାର’ରେ ପ୍ରସ୍ତୁତ ହୋଇଛି ୧୭ ଜଣିଆ ହିଟ୍ ଲିଷ୍ଟ

ଦେଶରୁ ନକ୍ସଲବାଲର ମୂଳୋତ୍ପାଟନ ପାଇଁ ‘ଅପରେସନ ପ୍ରହାର’ରେ ପ୍ରସ୍ତୁତ ହୋଇଛି ୧୭ ଜଣିଆ ହିଟ୍ ଲିଷ୍ଟ। ୧୭ ଜଣ ଖତରନାକ୍ ନକ୍ସଲ ନେତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ସେମାନଙ୍କୁ ନିପାତ କରିବାକୁ ଜଙ୍ଗଲର ଚପ୍ପା ଚପ୍ପା ଅଣ୍ଡାଳୁଛନ୍ତି ସୁରକ୍ଷା କର୍ମୀ ।

ସରେଣ୍ଡର ନ କେଲ ସଫା ହୋଇଯିବା ସୁନିଶ୍ଚିତ । ଏହି ୧୭ ଜଣିଆ ହିଟ୍ ଲିଷ୍ଟରେ ରହିଛି କୁଖ୍ୟାତ ମାଓ କମାଣ୍ଡର ମାଣ୍ଡୱି ହିଡ଼ମା ଓରଫ୍ ହିଡ଼ମାଲୁ ଓରଫ୍ ସନ୍ତୋଷ।

Related Articles

Back to top button