ଓଡ଼ିଶା

ବଦଳିପାରନ୍ତି ବିରୋଧୀ ଦଳନେତା, ବିଧାୟକ କୁସୁମ ଟେଟେ ଦେଲେ ସୂଚନା

ଭୁବନେଶ୍ୱର: ଖୁବଶୀଘ୍ର ବଦଳିବେ ବିରୋଧୀ ଦଳ ନେତା। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହୋଇପାରେ ବିରୋଧୀ ଦଳ ନେତା ଚୟନ। ବିଜେପି ବିଧାୟକ କୁସୁମ ଟେଟେ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେପି ଦଳର ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜ୍ୟ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। ବିଜେପି ରାଜ୍ୟରେ ବିରୋଧୀ ଦଳରେ ଅଛି। ବିରୋଧୀ ଦଳ ନେତା ଅସୁସ୍ଥ ଥିବାରୁ ଗୃହରେ ସଠିକ୍ ପ୍ରସଙ୍ଗ ଉଠାଇପାରୁନୁ। ତେଣୁ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ଚୟନ ହୋଇପାରନ୍ତି।

Related Articles

Back to top button