ଅନ୍ତର୍ଜାତୀୟ

ଦୁବାଇ ପରେ ଏବେ କେନିୟାରେ ବନ୍ୟା ସ୍ଥିତି

ଦୁବାଇ ପରେ ଏବେ କେନିୟାରେ ବନ୍ୟା ସ୍ଥିତି । ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୮ ଜଣ ପ୍ରାଣ ହରାଇ ସାରିଲେଣି । ବିପଦସ୍ତର ଉପରେ କେନିୟାର ସ୍ଥିତି ।

ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଦଶ ହଜାର ଲୋକେ ବାସହୀନ ହୋଇସାରିଲେଣି । ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ କାରବାରରେ ବ୍ୟାଘାତ ଘଟିଛି । ରାତିରେ ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ନିଖୋଜ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com