ଅନ୍ତର୍ଜାତୀୟ

ଇସ୍ରାଏଲ-ଗାଜା ତିକ୍ତତା ମଧ୍ୟରେ ଏକ ବଡ଼ ଭଲ ଖବର ଆସିଛି

ଇସ୍ରାଏଲ-ଗାଜା ତିକ୍ତତା ମଧ୍ୟରେ ଏକ ବଡ଼ ଭଲ ଖବର ଆସିଛି । ଗାଜାରେ ସରକାର ପରିଚାଳନା କରୁଥିବା ହମାସର ଜଣେ ବରିଷ୍ଠ ରାଜନୈତିକ ଅଧିକାରୀ ଆସୋସିଏଟେଡ୍ ପ୍ରେସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଇସ୍ରାଏଲ ସହ ଅସ୍ତ୍ରବିରତି କରିବା ପାଇଁ ସେମାନେ ରାଜି ହୋଇଛିନ୍ତି । ଯଦି ୧୯୬୭ ଚୁକ୍ତି ଅନୁସାରେ ସୀମାରେ ଏକ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତିଷ୍ଠା ହୁଏ, ତେବେ ସେମାନେ ଅସ୍ତ୍ରଶସ୍ତ୍ର ଛାଡିବେ ।

Related Articles

Back to top button