କ୍ରୀଡ଼ା

ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ ସୃଷ୍ଟି କରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ ସୃଷ୍ଟି କରିଛନ୍ତି।

ଟି-୨୦ରେ ଶାହିନ ପ୍ରଥମ ଓଭରରେ ସର୍ବାଧିକ ଉଇକେଟ ନେଇ ବୋଲର ହୋଇଛନ୍ତି। ଟି-୨୦ରେ ପ୍ରଥମ ଓଭରରେ ଶାହିନ ତାଙ୍କ କ୍ୟାରିୟରରେ ମୋଟ ୫୦ ଉଇକେଟ ନେବାରେ ସଫଳ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com