ଜାତୀୟ

ଏମଡିଏଚ ଉପରେ ଲାଗିଥିବା ଅଭିଯୋଗକୁ ନେଇ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଆଯାଇଛି

ଏମଡିଏଚ ଉପରେ ଲାଗିଥିବା ଅଭିଯୋଗକୁ ନେଇ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଆଯାଇଛି । ଏମଡିଏଚ କହିବାନୁଯାୟୀ, ତାଙ୍କ ମସଲା ବ୍ୟବହାର କରିବା ଲାଗି ପୁରା ସୁରକ୍ଷିତ ଅଟେ ।

ଏଥିସହ ମସଲାରେ କୀଟନାଶକ ପଦାର୍ଥ ମିଶିବା ଅଭିଯୋଗକୁ ମଧ୍ୟ କମ୍ପାନୀ ପ୍ରତ୍ୟାଖ୍ୟାନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com