ଓଡ଼ିଶା
ରାଜ୍ୟରେ ଜଳୁଛି ବିଭିନ୍ନ ଜଙ୍ଗଲ

ରାଜ୍ୟରେ ଜଳୁଛି ବିଭିନ୍ନ ଜଙ୍ଗଲ। ଜଙ୍ଗଲରେ ନିଆଁ ଲାଗିବାର ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ- ଏଫ୍ଏସ୍ଆଇ ତଥ୍ୟାନୁସାରେ, ସାରା ଦେଶରେ ୧୪୦ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିଲା।
ଓଡ଼ିଶାରେ ସର୍ବାଧିକ ୪୧ଟି ସ୍ଥାନରେ ନିଆଁ ଲାଗିଛି।