ଜାତୀୟ

ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟକାରୀ କରାଯିବ

ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟକାରୀ କରାଯିବ । ଫଲରେ ସରକାରଙ୍କ ବଜେଟରେ ଅଟକଳ ହୋଇଥିବା ଅର୍ଥ ରାଜକୋଷକୁ ଯିବ ଓ ସେଠାରୁ ସିଧାସଳଖ ଲୋକଙ୍କ ଖାତାକୁ ଯିବ ।

ଏହି ପୋର୍ଟାଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସ ସଚିବ କହିଛନ୍ତି । ଫଳରେ ଆର୍ôଥକ ପରିଚାଳନାରେ ସ୍ୱଚ୍ଛତା ରହିବା ସହ ଅବାଟରେ ଟଙ୍କା ଖର୍ଚ୍ଚ ହେବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com