ମନୋରଞ୍ଜନ

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କାପୁର ନିଆରା ଢଙ୍ଗରେ ନିଜ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର୍ ଆଣ୍ଡ୍ ମିସେସ୍ ମାହି’ର ପ୍ରଚାର କରିଛନ୍ତି।

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କାପୁର ନିଆରା ଢଙ୍ଗରେ ନିଜ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର୍ ଆଣ୍ଡ୍ ମିସେସ୍ ମାହି’ର ପ୍ରଚାର କରିଛନ୍ତି।

ଏକ ପ୍ରମୋସନାଲ ଇଭେଣ୍ଟ୍‌ରେ ଯୋଗଦେବା ଅବସରରେ ସେ ପିନ୍ଧିଥିବା ନାଲି ରଙ୍ଗର ପୋଷାକର ପଛ ପଟ ଫିତାରେ ୧୦ରୁ ଅଧିକ ଛୋଟ ‌ଛୋଟ କ୍ରିକେଟ୍ ବଲ୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏଭଳି ପ୍ରଚାର ଅଭିଯାନକୁ ପ୍ରଶଂସକ ବେଶ୍ ଭଲ ପାଉଛନ୍ତି।

Related Articles

Back to top button