ଅନ୍ତର୍ଜାତୀୟ

ପାକିସ୍ତାନ ସୀମାରେ ଆତଙ୍କବାଦୀ ଅନୁପ୍ରବେଶକାରୀଙ୍କୁ ଲାଗିବ ଝଟକା

ପାକିସ୍ତାନ ସୀମାରେ ଆତଙ୍କବାଦୀ ଅନୁପ୍ରବେଶକାରୀଙ୍କୁ ଲାଗିବ ଝଟକା । ଭାରତର ସୀମାନ୍ତ ଅଞ୍ଚଳ ଗୁଡିକରେ କଡା ନଜର ରଖିବ ହର୍ମିସ-୯୦୦ । ଏହାକୁ ଅତିଶୀଘ୍ର ଭାରତୀୟ ସେନାରେ ସାମିଲ କରାଯିବ ।

ଏହି ଡ୍ରୋନଟି ହେଉଛି ଏକ ସର୍ଭେଲାନ୍ସ ଡ୍ରୋନ । ପଞ୍ଜାବ ସ୍ଥିତ ଭାଟିଣ୍ଡା ପାଖରେ ଥିବା ସେନା ଘାଟି ପାଖରେ ଏହି ଡ୍ରୋନକୁ ଉଡାଯିବ । ଏହି ସ୍ଥାନରୁ ଡ୍ରୋନଟି ଭାରତ-ପାକିସ୍ତାନ ସୀମାର ମୁଖ୍ୟ ଅଞ୍ଚଳ ଉପରେ ନଜର ରଖିବ ।

Related Articles

Back to top button
WP Twitter Auto Publish Powered By : XYZScripts.com