ଅନ୍ତର୍ଜାତୀୟ

ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ହଜାର ହଜାର ଜୀବନ ଯାଇଛି

ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ହଜାର ହଜାର ଜୀବନ ଯାଇଛି । କେବଳ ଗୋଟିଏ ଅଞ୍ଚଳରେ ଏହି ବନ୍ୟାରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ ଘଟିଛି ।

ବନ୍ୟା ଜଳ ହଜାର ହଜାର ଘର ନଷ୍ଟ କରିଦେଇଛି । ବାଗଲାନ ପ୍ରଦେଶରେ ଏହି ବନ୍ୟା ଅତ୍ୟଧିକ ବର୍ଷା ହେତୁ ହୋଇଛି । ମିଳିତ ଜାତିସଂଘ ୨୦୦ ରୁ ଅଧିକ ମୃତ୍ୟୁକୁ ନିଶ୍ଚିତ କରିଛି । ମିଳିତ ଜାତିସଂଘର ଶରଣାର୍ଥୀ ସଂଗଠନ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com