ମନୋରଞ୍ଜନ
ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ।
ନାମାଙ୍କନ ପରେ କଙ୍ଗନାଙ୍କୁ ଚଳିତ ନିର୍ବାଚନରେ ପରାଜୟ ଭୟ ଘାରିଛି। ଏହା ମୋ ପାଇଁ ପ୍ରଥମ ଏବଂ ଶେଷ ନିର୍ବାଚନ ନ ହେଉ ବୋଲି କଙ୍ଗନା କହିଛନ୍ତି।