ଜାତୀୟ

ଭାରତ ନିର୍ମାଣ କରିଥିବା ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି

ଭାରତ ନିର୍ମାଣ କରିଥିବା ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି । ଏପ୍ରିଲ ମାସରେ ଆଇଫୋନର ରପ୍ତାନୀ ବୃଦ୍ଧି ପାଇ ୧.୧ ବିଲିୟନ ଡଲାର ବା ୯୦ କୋଟି ଟଙ୍କାରେ ପହଞ୍ଚିଛି ।

ଏପ୍ରିଲ ମାସରେ କୌଣସି ପୂଜା ବା ପର୍ବପର୍ବାଣୀ ବିଶେଷ ହୋଇ ନ ଥିବାରୁ ଫୋନର ବିକ୍ରିର ଚାହିଦା କମିଯାଇଥାଏ। ଏହା ଭିତରେ ଚଳିତ ମାସରେ ମଧ୍ୟ ଆଇଫୋନର ରପ୍ତାନୀ ବଢିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com