ମନୋରଞ୍ଜନ

ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ

ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ ଘରେ କାହାକୁ ନ କହି କେଉଁଆଡେ ଚାଲିଯାଇଥିଲେ।

ଏନେଇ ତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ। ସେବେଠାରୁ ତାଙ୍କୁ ଖୋଜା ଯାଉଥିଲେ ହେଁ ପତ୍ତା ମିଳୁ ନ ଥିଲା। ତେବେ ସେ ଆଧ୍ୟାତ୍ମିକ ଯାତ୍ରା ପାଇଁ ଘରୁ ଚାଲିଯାଇଥିବା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com