ଅନ୍ତର୍ଜାତୀୟ

ଦୁନିଆର ଅଗ୍ରଣୀ ଆଇଟି କମ୍ପାନି ଗୁଗଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି

ଦୁନିଆର ଅଗ୍ରଣୀ ଆଇଟି କମ୍ପାନି ଗୁଗଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କମ୍ପାନିର କାଲିଫର୍ଣ୍ଣିଆ ମୁଖ୍ୟାଳୟରେ କର୍ମଚାରୀମାନଙ୍କ ଏକ ବିକ୍ଷୋଭ ଯୋଗୁଁ ପ୍ରାୟ ୮ ଘଣ୍ଟା ଧରି ଅଫିସର ଅଚଳାବସ୍ଥା ଜାରି ରହିଥିଲା ।

ତେବେ ଅଜବ କଥା ହେଉଛି କର୍ମଚାରୀମାନେ ଦରମା ବୃଦ୍ଧି କିମ୍ବା ଅନ୍ୟ ସୁବିଧାସୁଯୋଗ ପାଇଁ ବିକ୍ଷୋଭ କରୁନଥିଲେ। ସେମାନେ ଦାବି କରୁଥିଲେ ଯେ ଗୁଗୁଲ ଗୁଗୁଲ ଇସ୍ରାଏଲ ସରକାରଙ୍କ ସହ କାମ କରିବା ବନ୍ଦ କରିଦେଉ।

Related Articles

Back to top button