କ୍ରୀଡ଼ା

ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ପ୍ରାରମ୍ଭିକ ବ୍ୟାଟର୍‌ ଜ୍ୟାକ୍‌ ଫ୍ରେଜର ମ୍ୟାକଗର୍କ ବିସ୍ଫୋରକ ବ୍ୟାଟିଂ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି

ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ପ୍ରାରମ୍ଭିକ ବ୍ୟାଟର୍‌ ଜ୍ୟାକ୍‌ ଫ୍ରେଜର ମ୍ୟାକଗର୍କ ବିସ୍ଫୋରକ ବ୍ୟାଟିଂ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି।

କିନ୍ତୁ ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଘୋଷିତ ଦଳରେ ତାଙ୍କୁ ସାମିଲ କରାଯାଇ ନଥିଲା। ଆଇପିଏଲ୍‌ରେ ତାଙ୍କ ବ୍ୟାଟିଂ ଦେଖିବା ପରେ ଅଷ୍ଟ୍ରେଲିଆ ଚୟନ ସମିତି ସଦସ୍ୟ ଜର୍ଜ ବେଲି ତାଙ୍କୁ ଦଳର ସଂରକ୍ଷିତ ଖେଳାଳିଙ୍କ ମଧ୍ୟରେ ସ୍ଥାନ ଦେବାକୁ ସୁପାରିସ କରିଛନ୍ତି।

Related Articles

Back to top button