ଅନ୍ତର୍ଜାତୀୟ

ଆମେରିକାର ଓହିଓରେ ଜଣେ ଦେହଜୀବୀ ଏପରି ଏକ କାଣ୍ଡ କରିଛନ୍ତି ଯେ ଶୁଣିଲେ ଭୂମି ତଳୁ ପାଦ ଖସିଯିବ

ଆମେରିକାର ଓହିଓରେ ଜଣେ ଦେହଜୀବୀ ଏପରି ଏକ କାଣ୍ଡ କରିଛନ୍ତି ଯେ ଶୁଣିଲେ ଭୂମି ତଳୁ ପାଦ ଖସିଯିବ। ଲିଣ୍ଡା ଲେସି ନାମକ ଜଣେ ଦେହଜୀବୀ ଏଚ୍.ଆଇ.ଭି ପଜିଟିଭ୍ ଥିଲେ ।

ଏହା ପରେ ସେ ଗତ ଦୁଇ ବର୍ଷରେ ୨୦୦ ରୁ ଅଧିକ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏହା ପ୍ରକାଶ ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଲୋକଙ୍କୁ ଏଚ୍ଆଇଭି ପରୀକ୍ଷା କରିଥିଲା । ଦୁର୍ଭାଗ୍ୟବଶତଃ ସମସ୍ତଙ୍କ ଫଳାଫଳ ସକରାତ୍ମକ ଥିଲା ।

Related Articles

Back to top button