ଓଡ଼ିଶା

ଓଡ଼ିଶାକୁ ମୁହାଁଉଛି ପୁଣି ଏକ ବାତ୍ୟା

ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା । ଓଡ଼ିଶାକୁ ପୁଣି ଏକ ବାତ୍ୟା ମୁହାଁଉଛି । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟାର ନାଁ ରଖାଯାଇଛି ‘ଫେଙ୍ଗଲ’।

ସୂଚନା ଅନୁସାରେ, ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା। ବର୍ତ୍ତମାନ ବାତ୍ୟା ଫେଙ୍ଗଲ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇ ଉତ୍ତର ଉତ୍ତରପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି।

ଏହି ସପ୍ତାହ ଶେଷ ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତ ପାଣିପାଗ ବିଭାଗ ।

Related Articles

Back to top button