Featuredଓଡ଼ିଶାରାଜନୀତି

ବିଧାନସଭାରେ ବିଭିନ୍ନ ବିଭାଗର ବିଲ୍କୁ ମଞ୍ଜୁରି

ଭୁବନେଶ୍ୱର: ବିଧାନସଭାରେ ମଞ୍ଜୁର ହେଲା ବିଲ୍ । ବିଧାନସଭାରେ ବିଭିନ୍ନ ବିଭାଗରୁ ଆସିଥିବା ଦାବିକୁ ମିଳିଛି ସ୍ୱୀକୃତି । ଗୃହରେ ପାରିତ ହେଲା ରାଜସ୍ବ ବିପର୍ୟ୍ୟୟ ପରିଚାଳନା ବିଭାଗର ୨୦ କୋଟି ୨୨ ଲକ୍ଷ ୫୩ ହଜାର କୋଟି ଟଙ୍କା ।

ଏହାସହ ଅନୁସୂଚିତ ଜାତି, ଜନଜାତି ବିଭାଗର ଖର୍ଚ୍ଚ ଦାବି ଗୃହରେ ପାରିତ ହୋଇଛି । ଅବଶିଷ୍ଟ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଛି । ଏହାରି ସହ ଗୃହକୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ପର୍ୟ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

Related Articles

Back to top button
WP Twitter Auto Publish Powered By : XYZScripts.com