Featuredଓଡ଼ିଶା

ଶୀତ ଲହରୀ ସାଙ୍ଗକୁ ହାଲୁକା ବର୍ଷାରେ ଥର ଥର ଓଡ଼ିଶା

ଭୁବନେଶ୍ୱର: ଖସୁଛି ତାପମାତ୍ରା । ବଢୁଛି ଶୀତ । ତା ସାଙ୍ଗକୁ କୁଡୁଡ଼ି ପରସ୍ତ ସାଙ୍ଗକୁ ହାଲୁକା ବର୍ଷାରେ ଥର ଥର ଓଡ଼ିଶା । ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇପାରେ। ସୁନ୍ଦରରଗଡ଼, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା,କଟକ, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ତେବେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଗଡ଼ରେ ୧୫.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ରାଜ୍ୟରେ କିଛି ଜିଲ୍ଲାରେ ମଙ୍ଗଳବାର ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ବୁଧବାର ମଧ୍ୟ କେତେକ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି

Related Articles

Back to top button
WP Twitter Auto Publish Powered By : XYZScripts.com