ଓଡ଼ିଶା

ପ୍ରଥମକରି ରାଜଧାନୀରେ ହେବ ଟ୍ରାଫିକ୍‌‌ ପାର୍କ

ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁଦୃଢ଼ ଲାଗି ନୂଆ ଯୋଜନା କରିଛି କମିସନରେଟ ପୁଲିସ। ପ୍ରଥମକରି ରାଜଧାନୀରେ ହେବ ଟ୍ରାଫିକ୍‌‌ ପାର୍କ। ଝାରପଡ଼ା ଟ୍ରାଫିକ ଟ୍ରେନିଂ ଇନ୍‌‌ଷ୍ଟିଚ୍ୟୁଟ୍‌‌ରେ ଉକ୍ତ ପାର୍କ ନିର୍ମାଣ କରାଯିବ।

ପାର୍କରେ ଏକ ସ୍ୱୟଞ୍ଚାଳିତ ମଡେଲ ରହିବ। ଉକ୍ତ ମଡେଲ ଟ୍ରାଫିକ ବିଷୟରେ ସ୍ୱଂୟଚାଳିତ ଭାବେ ସଚେତନ କରିବ। ବିଶେଷକରି ଉକ୍ତ ପାର୍କ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ।

Related Articles

Back to top button