Featuredଓଡ଼ିଶାଜାତୀୟରାଜନୀତି

ମେଡିକାଲରୁ ଡିସଚାର୍ଜ ହେଲେ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ: ମେଡିକାଲରୁ ଡିସଚାର୍ଜ ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ସଂସଦରେ ଠେଲାପେଲା ବେଳେ ଆହତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସହ ବିଜେପି ସାଂସଦ ମୁକେଶ ରାଜପୁତ ମଧ୍ୟ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ପ୍ରତାପ ଷଡ଼ଙ୍ଗୀ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବରେ ସଂସଦରେ ହୋଇଥିବା ଠେଲାପେଲାରେ ସେ ଅଭିଯୋଗ ଆଣିଥିଲେ ଯେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାକୁ ନେଇ ପରବର୍ତ୍ତର୍ୀ ସମୟରେ ଖୁବ ବୟାନବାଜି ଓ ଆନେ୍ଦାଳନ ମଧ୍ୟ ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com